eTube
Sign in

DHANYA DHANYA || ଧନ୍ୟ ଧନ୍ୟ || NEW ODIA CHRISTIAN SONG 2023 || AMIT PANI || AMIT BADANAYAK NEW SONG

279 views · Added Aug 29, 2023 · via YouTube
DHANYA DHANYA || ଧନ୍ୟ ଧନ୍ୟ || NEW ODIA CHRISTIAN SONG 2023 || AMIT PANI || AMIT BADANAYAK || STUDIO VERSION



Presenting You A Beautiful New Odia Christian Devotional Worship Song From AB Music. We Hope This New Odia Christian Worship Song Will Surely Touch All Your Heart. The Song Is Sung By Gospel Singer Amit Pani In Very Beautifully And Soulfully. Lyrics & Music Composed By Amit Badanayak.



Praise The Lord..AB Music ତରଫରୂ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ଜ୍ଞାପନ କରୁ। ଦୀର୍ଘ ୭ ବର୍ଷ ଧରି AB Music ଖ୍ରୀଷ୍ଟୀୟ ସମାଜକୁ ସବୁବେଳେ ସବୁ ପ୍ରକାରର ଖ୍ରୀଷ୍ଟୀୟ ଭକ୍ତି ଗୀତ ଭେଟି ଦେଇ ଆସୁଛି। ତଦ୍ରୁପ ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ "ଧନ୍ୟ ଧନ୍ୟ" ନାମକ ନୂତନ ପ୍ରଶଂସା ଗୀତି ପ୍ରସ୍ତୁତ କରିଅଛୁ। ଉକ୍ତ ଗୀତଟି ଅତ୍ୟନ୍ତ ମନମୁଗ୍ଧକର, ବେଶ୍ ଶ୍ରୁତି ମଧୁର ଓ ହୃଦୟସ୍ପର୍ଶୀ ହେଇଛି। ଉକ୍ତ ଗୀତ ଶୁଣନ୍ତୁ ଏବଂ ସେବା ଉପାସନାରେ ତାଙ୍କ ଆରାଧନା ନିମନ୍ତେ ବ୍ୟବହାର କରନ୍ତୁ।



ଯାହାଙ୍କ ନାମରେ ନିର୍ବୋଧ ଲୋକ ବୁଦ୍ଧିମାନ ହେଇଯାଏ ଦୁର୍ବଳ ଲୋକ ବଳବାନ ହେଇଯାଏ ,ଦରିଦ୍ର ବ୍ୟକ୍ତି ମଧ୍ୟ ଧନବାନ ହେଇଯାଏ ଏବଂ ଯାହାଙ୍କର ଆଜ୍ଞା ମାତ୍ରେ ସମୁଦ୍ରରେ ଉଠୁଥିବା ଅଶାନ୍ତ ଝଡ଼ ମଧ୍ୟ ସ୍ଥିର ହୋଇଥାଏ ଏବଂ ଯାହାଙ୍କର ଡାକରେ ମୃତ ବ୍ୟକ୍ତିଙ୍କ ପ୍ରାଣବାୟୁ ଫେରି ଆସେ ସେହି ପ୍ରଭୁ ଯୀଶୁଙ୍କର ମହତ୍ ନାମ ଯୁଗେ ଯୁଗେ ଧନ୍ୟ ହେଉ ଏ ସକଳ ବିଷୟ ବସ୍ତୁ ଉପରେ ଏହି ନୂଆ ଗୀତଟି ଆଧାରିତ।



Full Lyrics



ଯାହାଙ୍କ ମହିମା ଗାଏ ଗିରିବନ

ଯାହାଙ୍କ ପ୍ରଶଂସା କରେ ତ୍ରିଭୁବନ

ସେ ନାମ ହେଉ ଧନ୍ୟ ଧନ୍ୟ...ହୋ

ସେ ନାମେ ଅନ୍ଧର ଫିଟଇ ନୟନ

ସେ ନାମେ ବଧିର କରଇ ଶ୍ରବଣ

ସେହି ନାମ ମୋ ଯୀଶୁ ନାମ...

ସେ ନାମ ହେଉ ଧନ୍ୟ ଧନ୍ୟ..(୨ଥର).....=୦=



ମହାଶ୍ଚର୍ଯ୍ୟ କର୍ମ ସବୁ ସାଧ୍ୟ ହୁଏ ସେହି ନାମେ

ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସ୍ଥିର ହୁଏ ସେହି ନାମେ..

ମୃତକର ପ୍ରାଣବାୟୁ ଫେରିଆସେ ସେହି ନାମେ

ଚିରସ୍ଥାୟୀ ରୋଗ ସବୁ ସୁସ୍ଥ ହୁଏ ସେହି ନାମେ...

ସେ ନାମେ ନିର୍ବୋଧ ହୁଏ ବୁଦ୍ଧିମାନ

ସେ ନାମେ ଦୁର୍ବଳ ହୁଏ ବଳବାନ

ସେହି ନାମ ମୋ ଯୀଶୁ ନାମ...

ସେ ନାମ ହେଉ ଧନ୍ୟ ଧନ୍ୟ..(୨ଥର).....=୧=



ପାତକୀର ପାପ ସବୁ କ୍ଷମା ହୁଏ ସେହି ନାମେ

ଦୟା କ୍ଷମା ଶାନ୍ତି ମୁକ୍ତି ପ୍ରେମ ମିଳେ ସେହି ନାମେ

ସରଗରେ ରହିବାକୁ ସ୍ଥାନ ମିଳେ ସେହି ନାମେ

କ୍ଷୁଧା ତୃଷା ଭୟ ଭ୍ରାନ୍ତି ଦୂର ହୁଏ ସେହି ନାମେ

ସେନାମେ ମିଳଇ ଅନନ୍ତ ଜୀବନ

ସେମାନେ ରହିଛି ମହା ପରିତ୍ରାଣ

ସେହି ନାମ ମୋ ଯୀଶୁ ନାମ...

ସେ ନାମ ହେଉ ଧନ୍ୟ ଧନ୍ୟ..(୨ଥର).....=୨=



ଗୀତ - ଧନ୍ୟ ଧନ୍ୟ

କଣ୍ଠଦାନ - ଅମିତ୍ ପାଣି (ସୁସମାଚାର ଗାୟକ)

ରଚନା ଓ ସ୍ୱର ସଂଯୋଜନା - ଅମିତ୍ ବଡ଼ନାୟକ

ସଙ୍ଗୀତ ପରିଚାଳନା - ବାପି ସାମଲ



SONG CREDITS :



* Song : Dhanya Dhanya (Studio Version)



* Singer : Amit Pani (Gospel Singer)



* Lyrics : Amit Badanayak



* Music Composition : Amit Badanayak



* Arrangement & Programming : Bapi Samal



* Record & Mixing : Pratibha Studio, Cuttack



* Mastering by : Sundaram



* Camera ,Edit & Poster - Biswo



* Production : AB Music



* WhatsApp : 8895583382,7978601423



* Contact : 7978601423,8895583382



#dhanyadhanya

#dhanyadhanyasong

#newodiachristiansongs

#amitpanichristiansongs

#amitbadanayakchristiansongs

#newodiachristiansong2023

#amitpaninewsong

#odiachristiansongs

#amitpanichristiansongs2023

#amitpaninewchristiansong

#amitbadanayakchristiansong2023

#newodiachristiansongs2023

#humanesagarnewodiachristiansongs

#odianewchristmasspecialsongs

#amitbadanayaknewodiachristiansongs

#odiachristiansongs2023

#latestodiachristiansongs

#odiachristiansongs

#amitpani

#abmusic

#abmusicchristiansong

#amitbadanayak

#latestodiachristiansongs

#odianewchristiansong

#humanesagarchristiansongs

#amitpanichristiansongs

#abmusicchristiansongs

#amitpanisong



ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links

ତଳେ ଦିଆଯାଇଛି ଦେଖି ନିଅନ୍ତୁ



ଅଛି ଦିନେ ମରଣ (Humane Sagar)

https://youtu.be/SW_-MoWSJ6w



ବଡ଼ଦିନର ଅଭିନନ୍ଦନ ( Humane Sagar)

https://youtu.be/Eb-XzIsSSCI



ନରକ ଦଣ୍ଡ (Studio Version)

https://youtu.be/RFSNY09Gcv4



ସଙ୍ଗୀତର ସାତ ସୂରେ (Asima Panda)

https://youtu.be/JgCWaJw7tks



ଫେରିଆ ଫେରିଆ (Humane Sagar)

https://youtu.be/vBcM7j-YbVs



ନାଉରୀ (JYOTIRMAYEE NAYAK)

https://youtu.be/F1Y8f_zMAkw



ରେ ମନ (HUMANE SAGAR)

https://youtu.be/quUbDXftqRM



ସରଗ ରାଇଜ (SHASANK SEKHAR)

https://youtu.be/cG31wuPjv8Q



ଅଳପ ଆୟୁଷ (Ananya Sritam Nanda)

https://youtu.be/VFtEmGoaW70



ଆସିଛି ବଡ଼ଦିନ Asima Panda (Studio Version)

https://youtu.be/Ed8t7po9XSo



ମହାମାରୀରୁ ରକ୍ଷା କର (Asima Panda)

https://youtu.be/hh0qgElSS08



ପ୍ରଶଂସା ହେଉ ତୁମର (Amit Pani)

https://youtu.be/dgj1PiwBsiw



ଆରାଧ୍ୟ ଈଶ୍ୱର (Ira Mohanty)

https://youtu.be/mOQz13J5aTk



ଲହୁ ଭିଜା ଲଲାଟ (Studio Version)

https://youtu.be/P1HdiLMYIXM



ମୁଁ ଯେ ଅକିଞ୍ଚନ (Studio Version)

https://youtu.be/GDsKytYi-1s



ହେ ପ୍ରଭୁ (Full HD Video)

https://youtu.be/aClhYtRQOf8



ହେ କ୍ରୁଶଧାରୀ (Studio Version)

https://youtu.be/g_BiXypUW4c



କମ୍ପିଉଠେ ଏ ଧରା ଧାମ (Studio Version)

https://youtu.be/ooUFLhFmFr4



କେତେବେଳେ ଚାଲିଯିବ ଜୀବନ (Full Video)

https://youtu.be/2PC9FlBJKUE



କେତେ କାଳରେ ମନ (Studio Version)

https://youtu.be/A2TWgMABDiU



ସତର୍କ ଟିକେ ରୁହ (Studio Version)

https://youtu.be/OPjVQi4KCM8



ଶେଷ ଘଣ୍ଟି ( Full Video)

https://youtu.be/1UL2Vx33-ag



ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)

https://youtu.be/ZbQgJTrAjH8





!!* ANTI-PIRACY WARNING *!!



This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.